Sunday 28 March 2021

ପ୍ରେମ ( love ) 💞

ପ୍ରେମ ..... ପ୍ରେମ ଗୋଟେ ପବିତ୍ର ବନ୍ଧନ ପ୍ରେମ ହେଉଛି ସିମାହିନ ।।
                  ............ପ୍ରେମ.............
ସମସ୍ତଙ୍କର ଭାଗ୍ୟ ରେ ପ୍ରେମ ( ଭଲ ପାଇବା ) ନ ଥାଏ । କିଏ ପ୍ରେମ ପାଇଁ ଜୀବନ ହାରି ଦିଏ । କିଏ ପ୍ରେମ ପାଇଁ ଜୀବନ ନେଇ ଯାଏ । ପ୍ରକୃତ ଭଲ ପାଇବା ଆମ ଜୀବନ ରେ ଥରେ ହୋଇଥାଏ ।
ପ୍ରଥମ ଭଲ ପାଇବା ଆମ ହୁଦୟ ଭିତରେ ସାଇତି ହୋଇ ରହିଥାଏ ।
ଯେତେ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ଭୁଲି ହୁଏ ନାହିଁ । ଭଲ ପାଇବା ସମସ୍ତଙ୍କ ମନ ରେ ହୋଇଥାଏ ।
ଧନୀ କି ଗରିବ ଉଚ ଜାତି ହେଉ କି ନୀଚ୍ଚ ଜାତିର ଭଲ ପାଇବା ସମସ୍ତଙ୍କୁ ହେଇଥାଏ । ( ପ୍ରେମ ହେଉଛି ପବିତ୍ର ବନ୍ଧନ ପବିତ୍ର ସମ୍ପର୍କ )

Wednesday 24 March 2021

।। ମା ।।

                       ।।  ମମତା ମୟି ମା ।।
ଆମେ ଯେତେବେଳେ ଦୁନିଆକୁ ଆସିଲେ ସେତିକିବେଳେ ସର୍ବ ପ୍ରଥମେ ମା କୁ ଦେଖି ଥିଲେ ଆଖି ର ପହିଲି କୀରଣ ମା କୁ ହିଁ ଦେଖି ଥିଲା ମା ହେଉଛି ଦୁନିଆ ର ସବୁଠୁ ମୂଲ୍ୟବାନ୍ ସମ୍ପତ୍ତି ମା ହିଁ ଆମକୁ ଚାଲିବାର ବାଟ ଦେଖାଇ ଥାଏ ଦୁନିଆରେ ଆଗେଇ ବାର ପ୍ରେରଣା ଦେଇଥାଏ  ମା ଠୁ ବଳି ଏ ଜଗତରେ କିଛି ନାହିଁ  ମା ହିଁ ସ୍ନେହ ମଇ ମା ହିଁ ମମତାର ମନ୍ଦିର ।।

Followers

Followers